Download Now Banner

This browser does not support the video element.

ସୁକିନ୍ଦା: ଡ଼ୁବୁରୀ ଛକରେ ଭାର ଶ୍ୟାମ ହରାଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

Sukinda, Jajpur | Aug 22, 2025
କଳିଙ୍ଗନଗର ଥାନା ଅନ୍ତର୍ଗତ ଡ଼ୁବୁରୀ ଛକରେ ଭାର ଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରକ । ସୂଚନା ମୁତାବକ କଳିଙ୍ଗନଗର ଥାନା ଅନ୍ତର୍ଗତ ଡ଼ୁବୁରୀ ଛକ ରାସ୍ତା କଦର୍ଯ୍ୟ ହୋଇଥିବାରୁ ଏକ ଟ୍ରକ ଭାର ଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶୁକ୍ରବାର ଅପରାହ୍ନ 3 ଘଟିକା ସମୟରେ ଦେଖିବାକୁ ମିଳିଛି । ଭାଗ୍ୟ ବଶତଃ ପଥଚାରୀ କାହାର କିଛି କ୍ଷତି ହୋଇନଥିବା ଦେଖିବାକୁ ମିଳିଛି । ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
Read More News
T & CPrivacy PolicyContact Us