Install App
amagaonamakhabar
This browser does not support the video element.
ଖୋର୍ଦ୍ଧା: ଛଣଗିରି ସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଲୁଟ ଘଟଣାରେ ଆଉ ଦୁଇ ଜଣକୁ ଗିରଫ କଲା ଜଙ୍କିଆ ପୋଲିସ
Khordha, Khordha | Oct 7, 2025
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଗତ ମାସ ୨୪ ତାରିଖ ଦିନ ୨ ଟା ସମୟରେ ଲୁଟ ହୋଇଥିଲା। ଏହି ଘଟଣାରେ ପୋଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି ସେମାନଙ୍କ ଠାରୁ ସୁନା, ରୂପା,ଟଙ୍କା ବନ୍ଧୁକ ଓ ଏକ ବାଇକ୍ ଜବତ କରିଛି ଜଙ୍କିଆ ପୋଲିସ।
Share
Read More News
T & C
Privacy Policy
Contact Us
Your browser does not support JavaScript!