Download Now Banner

This browser does not support the video element.

ସୋନପୁର: ସଦର ରିଜର୍ଭ ପୋଲିସ ଠାରେ ୟୁନିଟ ୫ IRB ବୌଦ୍ଧ ତରଫରୁ ଦୁଇ ଦିବସୀୟ ମୌଳିକ ବିପର୍ଯୟ ପ୍ରଶମନ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି।

Sonapur, Subarnapur (Sonepur) | Sep 1, 2025
ସୁବର୍ଣପୁର ଜିଲ୍ଲାର ସଦର ରିଜର୍ଭ ପୋଲିସ ଠାରେ ୟୁନିଟ ୫ IRB ବୌଦ୍ଧ ତରଫରୁ ଦୁଇ ଦିବସୀୟ ମୌଳିକ ବିପର୍ଯୟ ପ୍ରଶମନ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବାତ୍ୟା ରୁ ବଂଚିବା, ପ୍ରାକୃତିକ ଦୁର୍ବିପାକ,ଫାଷ୍ଟ ଏଡ଼ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯୟ ରୁ ବଞ୍ଚିଁବା ସକାଶେ ସମସ୍ତ ଥାନା କାର୍ଯ୍ୟରତ ଗୃହରକ୍ଷୀ,ଗ୍ରାମରକ୍ଷୀ, କନେଷ୍ଟବଳ ଓ ହାବିଲଦାର ମାନେ ତାଲିମ ନେଇଛନ୍ତି.।
Read More News
T & CPrivacy PolicyContact Us