This browser does not support the video element.
ବାଲିଗୁଡା: ବାଲିଗୁଡା ଥାନା ଅଞ୍ଚଳରେ ଏକ ବିବାହିତ ମହିଳା ତଙ୍କ ସ୍ୱମୀ ଙ୍କ ନିର୍ଜାତନା ରେ ଅତିଷ୍ଠ ହଇ ଥାନାରେଲିଖିତ ଅଭିଯୋଗ, ପରେ ସମାଧାନ
Baliguda, Kandhamal | Aug 25, 2025
ବାଲିଗୁଡା ଥାନା ଅଞ୍ଚଳରେ ଏକ ବିବାହିତ ମହିଳା ତଙ୍କ ସ୍ୱମୀ ଙ୍କ ନିର୍ଜାତନା ରେ ଅତିଷ୍ଠ ହଇ ଥାନାରେଲିଖିତ ଅଭିଯୋଗ କରିଥିଲେ,ଏହି ଅଭିଯୋଗ ଟି ବାଲିଗୁଡା ଥାନାରେ ଦିନ 12ଘଣ୍ଟିକା ସମୟରେ ଦେଇଥିବା ବେଳେ ଉଭୟଙ୍କୁ ଥାନା ପକ୍ଷ ରୁ ଡକାଯାଇ ଉଭୟଙ୍କୁ ପ୍ରଥମିକ ତଦନ୍ତ ପରେ ମଟିଭେସନ ପରେ ପୁଣିଥରେ ଉଭୟଙ୍କ ମଧ୍ୟରେ ମଲ ସମ୍ପର୍କ ପାଇଁ ବୁଝାସୁଝା କରାଯାଇଛି, ପରେ ଦୁଇ ପରିବାର ବୁଝିଛନ୍ତି ଏବଂ ସମାଧାନ ପତ୍ର ପରେ ଉଭୟ ଙ୍କ ମଧ୍ୟ ପୁଣିଥରେ ଭଲରେ ଚଳିବେ ବଲି ଲିଖିତ ଦେବାପରେ ଘରକୁ ଯାଇଥିବା ଦେଖିଵାକୁ ମିଳିଛି