Download Now Banner

This browser does not support the video element.

ଝରିଗାଁ: ଝରିଗାଁ ନିର୍ବାଚନ ମଣ୍ଡଳୀରବିଭିନ୍ନ ଗ୍ରାମରେ ପାଳିତ ହେଲା ରଥଯାତ୍ରା

Jharigan, Nabarangpur | Jul 7, 2024
ଆଜି ଗୋଟିଏ ଦିଅନରେ ନେତ୍ର ଉତ୍ସବ, ନବଯୌବନ ବେଶ ଏଵଂ ରଥଯାତ୍ରା ଥିବାରୁ ଅପରାହ୍ନ 5 ଘଣ୍ଟା ସମୟରେ ରଥକୁ ଆସିଲେ ଶ୍ରୀ ଜିହୁ।ରଥଯାତ୍ରାରେ ଯୋଗଦେଇ ଶତାଧିକ ଭକ୍ତ ଏଵଂ ରଥ ଟାଣିଲେ। ସ୍ଥାନୀୟ ବାସିନ୍ଦା ମାନଙ୍କ ସହ ଅନେକେ ଜନ ପ୍ରତିନିଧି ଶତାଧିକ ଭକ୍ତଙ୍କ ଗହଳିରେ ଧୁମଧାମରେ ପାଳିତ ହେଲା ରଥଯାତ୍ରା।ଏଭଳି ଆଜି ଚନ୍ଦାହାଣ୍ଡି, ଛାଟିଗୁଡା, ହଳଦୀ ସମେତ ଝରିଗାଁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳିତ ହେଲା ରଥଯାତ୍ରା।
Read More News
T & CPrivacy PolicyContact Us