Download Now Banner

This browser does not support the video element.

ବ୍ରହ୍ମଗିରି: କଣ୍ଠପୁର କାଶୀପୁର ଗ୍ରାମରେ ଗଣେଶ ସଂସ୍କୃତି ଭିତ୍ତିକ ଗଣେଶ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ ସାସଂଦ

Brahmagiri, Puri | Sep 7, 2025
ରବିବାର ୮ ଘଟିକା ସମୟରେ ସଂସ୍କୃତି ଭିତ୍ତିକ ଗଣେଶ ମହୋତ୍ସବ କାର୍ଯ୍ୟକ୍ରମରେ ଜୋଗଦେଲେ ରାଜ୍ୟ ସଭା ସାସଂଦ ସୁବାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜୁ ଯୁବ ଜନତା ଦଳର ଉପସଭାପତି ଜୟନ୍ତ କୁମାର ଷଡ଼ଙ୍ଗୀ, ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଅନୁଷ୍ଠାନ ସଭାପତି ଶୁଭ ନାରାୟଣ ସୁଵିଧି ଯୋଗଦେଇ, ଆହୁରି ସରସ ସୁନ୍ଦର ଉତ୍ସବ ନେଇ ଅଳିଚନା କରିଥିଲେ।
Read More News
T & CPrivacy PolicyContact Us