Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଶ୍ରୀରାମଚନ୍ଦ୍ର ପାଠାଗାର ନିକଟରେ ଗଣେଷ ପୂଜା ଭିଡ଼ରେ ବାଇକରେ ଆସି ମହିଳାଙ୍କ ଠାରୁ ସୁନାହାର ଛିନତାଇ ନେଇ ଥାନାରେ ଅଭିଯୋଗ

Baripada M, Mayurbhanj | Aug 28, 2025
ଗଣେଶ ପୂଜା ପାଇଁ ବାରିପଦା ସହର ଭିଡ଼ ଥିବା ବେଳେ ଏହାର ସୁଯୋଗ ନେଇ ମହିଳାଙ୍କ ଠାରୁ ସୁନାହାର ଛିନତାଇ କରିଛନ୍ତି। ଏନେଇ ମହିଳା ଜଣକ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଲାଲ ବଜାର ସ୍ଥିତ ଶ୍ରୀରାମଚନ୍ଦ୍ର ପାଠାଗାର ନିକଟରେ ମଧ୍ୟାହ୍ନ ସମୟରେ ମହିଳା ଜଣକ ରାସ୍ତା କଡରେ ଚାଲିକି ଯାଉଥିବା ବେଳେ ଛିନତାଇ ହୋଇଛି।
Read More News
T & CPrivacy PolicyContact Us