Download Now Banner

This browser does not support the video element.

ଜୟପୁର: ପବ୍ଲିକ ରାଇଟ୍ସ ଆସୋସିଏସନ କୋରାପୁଟ ଜିଲା ଶାଖା ତରଫରୁ ଜେଲ ରୋଡ଼ ସ୍ଥିତ ରାସ୍ତା ଓ ଗୃହ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

Jeypore, Koraput | Sep 9, 2025
ପବ୍ଲିକ ରାଇଟ୍ସ ଆସୋସିଏସନ କୋରାପୁଟ ଜିଲା ଶାଖା ତରଫରୁ ରାସ୍ତା ଓ ଗୃହ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ବିଭାଗ ଅଧିନରେ ଥିବା ଜୟପୁର ସହରର ବିଭିନ୍ନ ରାସ୍ତା ଗୁଡିକର ଯଥା ଶିଘ୍ର ମରାମତି ଓ ନିର୍ମାଣ କରିବା ପାଇ ଆଜି ଅପରାହ୍ନ 1ଘଣ୍ଟା ସମୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ଆସୋସିଏସନର ଦେବେନ୍ଦ୍ର ବାହିନିପତିଙ୍କ ନେତ୍‌ୃତ୍ୱରେ ସଦସ୍ୟ ମାନେ ଉପସ୍ଥିତ ରହି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରିୟ ରଞ୍ଜନ ବେହେରା ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।
Read More News
T & CPrivacy PolicyContact Us