Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ପାରମିଟ ସମସ୍ୟା ନେଇ ତକତପୁର ଛକରେ OSRTC ଲକ୍ଷ୍ମୀ ବସ ଓ ସ୍ଥାନୀୟ ଅଟୋ ଚାଳକ ସଂଘ ମଧ୍ୟରେ ଉତ୍ତେଜନା ପରିସ୍ଥିତି
Baripada M, Mayurbhanj | Aug 21, 2025
ଗୁରୁବାର ଦିନ ପ୍ରାୟ ୨ ଟାରେ ବାରିପଦା ତକତପୁର ଛକରେ OSRTC ବସ ଓ ସ୍ଥାନୀୟ ଅଟୋ ଚାଳକ ସଂଘ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ସହିତ ଏହି ବସର ପୋଲ୍ୟୁସନ୍ ମଧ୍ୟ ମାର୍ଚ୍ଚ ୧୦ ତାରିଖ ରୁ ସରି ଯାଇଥିବା ନେଇ ଜଣାପଡିଛି। ଏ ସବୁ ଜାଣି ମଧ୍ୟ ଗାଡ଼ି ଚାଳକ ଓ ସରକାରୀ ଅଧିକାରୀ ଚୁପ ହୋଇ ବସିଛନ୍ତି ବୋଲି ଅଭିଯୋଗ ହୋଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!