This browser does not support the video element.
ଛତ୍ରପୁର: ବ୍ରହ୍ମପୁର MKCG ମେଡିକାଲରେ ଚକ୍ଷୁଦାନ ପକ୍ଷ ପାଳିତ, ଯୋଗଦେଲେ ମେଡିକାଲ ଡିନ୍
Chhatrapur, Ganjam | Sep 7, 2025
ବ୍ରହ୍ମପୁର MKCG ମେଡିକାଲରେ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ ଏହି ଅବସରରେ ଚକ୍ଷୁଦାନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର MKCG ମେଡିକାଲ କଲେଜ ଡିନ୍ ପ୍ରଫେସର ସୁଚିତ୍ରା ଦାଶଙ୍କ ସହ ପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସ ଓ ବହୁ କର୍ମଚାରୀମାନେ ଯୋଗ ଦେଇଥିଲେ ।