Download Now Banner

This browser does not support the video element.

ଜୟପୁର: ମରଣାନ୍ତକ ଆକ୍ରମଣ ମାମଲାରେ ଗୋପବନ୍ଧୁ ନଗରରୁ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କଲା ଜୟପୁର ଟାଉନ ପୋଲିସ

Jeypore, Koraput | Aug 26, 2025
ଜୟପୁର ଟାଉନଥାନା ପୋଲିସ ଦୈନିକ ବଜାରରେ ମଦ୍ୟପାନ କରିବା ସହ ଗଣ୍ତଗୋଳ ଏବ˚ ମାରଣାନ୍ତକ ଆକ୍ରମଣ ମାମଲାରେ ଅନ୍ୟ ଏକ ଅଭିଯୁକ୍ତ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣ କ ହେଲା ଗୋପବନ୍ଧୁନଗର ଅଞ୍ଚଳର ବାଦଲ ନାଗ I ଗିରଫ ଅଭିଯୁକ୍ତ କୁ ଅପରାହ୍ନ 4ଟାରେ କୋର୍ଟ ଚାଲାଣ କରିଛି ଟାଉନ ପୋଲିସ। ଜୟପୁର ଦୈନିକ ବଜାରରେ ପୂର୍ବ ଶତୃତାକୁ ନେଇ ଓଡିଆ ମେଦ୍ରୀ ସାହିର ହେମନ୍ତ ପରଜାଙ୍କୁ ଗୋପବନ୍ଧୁ ନଗରର ଦୁଇ ଅଭିଯୁକ୍ତ ଏକ କ୍ରିକେଟ ବ୍ୟାଟ ସହାୟତାରେ ଆକ୍ରମଣ କରିବା ଯୋଗୁଁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।
Read More News
T & CPrivacy PolicyContact Us