This browser does not support the video element.
ଧର୍ମଗଡ: ବ୍ଲକ କାର୍ଯ୍ୟାଳୟରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା
Dharamgarh, Kalahandi | Aug 22, 2025
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାର ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ଶୁକ୍ରବାର ସକାଳ ୧୧ ଟା ରେ ଧର୍ମଗଡ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଦିବ୍ୟାଙ୍ଗ, ବିଧବା, ବୃଦ୍ଧ ବୃଦ୍ଧା, ସ୍ୱାମୀ ପରିତ୍ୟକ୍ତା ୬୫ ଜଣ ହିତାଧିକାରୀ ଙ୍କୁ ନୂତନ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା।