This browser does not support the video element.
ବାଲିକୁଦା: ବାଲିକୁଦା ହାଜିପୁର ଗ୍ରାମ ରେ ଅଗ୍ନିକାଣ୍ଡରେ ୪ବଖରା ଘର ଭସ୍ମୀଭୂତ l
Balikuda, Jagatsinghpur | Apr 22, 2024
ବାଲିକୁଦା ହାଜିପୁର ଗ୍ରାମ ରେ ଅଗ୍ନିକାଣ୍ଡରେ ୪ବଖରା ଘର ଭସ୍ମୀଭୂତ ବାଲିକୁଦା ବ୍ଲକ୍ ଅନ୍ତର୍ଗତ କୃଷ୍ଣଦାସପୁର ପଞ୍ଚାୟତସ୍ଥିତ ହାଜିପୁର ଗ୍ରାମର ଵଳରାମ ପରିଡା ଙ୍କ ଘରେ ନିଆଁ ଲାଗି ୪ବଖରା ଜଳିଯାଇଛି। ଆଜି ଦିନ ୧ଘଟିକା ସମୟରେ ଘର ହଠାତ୍ ଜଳି ଉଠିଥିଲା। ଗ୍ରାମବାସୀମାନେ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଖବର ପାଇ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ଘରର ସମସ୍ତ ଆବାସପତ୍ର, ମୂଲ୍ୟ ବାନ ଜିନିଷ ପୋଡ଼ି ଯାଇଥିବାର ଜଣାପଡିଛି। ଆସନ୍ତୁ ଶୁଣିବା କଣ କହୁଛନ୍ତି l