This browser does not support the video element.
ଛତ୍ରପୁର: ଚମାଖଣ୍ଡି ଓ ଲକ୍ଷ୍ମୀପୁର ଠାରେ ଅନୁଷ୍ଠିତ ଗଣେଶ ପୂଜାରେ ଯୋଗ ଦେଲେ ଛତ୍ରପୁର ବିଧାୟକ
Chhatrapur, Ganjam | Aug 30, 2025
ଚମାଖଣ୍ଡି ଓ କାଲିପଲ୍ଲୀ ପଞ୍ଚାୟତର ଲକ୍ଷ୍ମୀପୁର ଠାରେ ଗଜାନନଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହେଉଛି। ପୂଜା କମିଟିର ନିମନ୍ତ୍ରଣ ରକ୍ଷା କରି ଶନିବାର ସଂନ୍ଧ୍ଯାରେ ଯୋଗ ଦେଇଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।ଗଣପତି ବାପାଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ଅଞ୍ଚଳର ଉନ୍ନତି କାମନା କରିଛନ୍ତି ବିଧାୟକ ଶ୍ରୀ ନାୟକ।