Download Now Banner

This browser does not support the video element.

ପିପିଲି: ଡେଲାଙ୍ଗ ଥାନା ଯମୁନା ଝାଡପଡ଼ା ଠାରେ ମାଇନ୍ସ ବିଭାଗର ଚଢ଼ଉ, ୩ଟି ପଥର ବୋଝେଇ ଟ୍ରକ ସହ ଜେସିବି ମେସିନ୍ ଜବତ

Pipili, Puri | Aug 23, 2025
ଆଜି ପୂର୍ବାହ୍ନ ୧୦ଟାରେ ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ଥାନା ଯମୁନା ଝାଡପଡ଼ା ଠାରେ ଥିବା ଖଣି ଖାଦାନରୁ ବେଆଇନ ଭାବେ ପଥର ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ମାନେ ଟ୍ରକ୍ ଓ ଜେସିବି ମେସିନ୍କୁ ଅଟକ ରଖି ଜିଲ୍ଲା ମାଇନ୍ସ ଅଧିକାରୀଙ୍କୁ ସୁଚନା ଦେଉଥିଲେ। ଜିଲ୍ଲା ମାଇନ୍ସ ଅଧିକାରୀ ଘଟଣା ସ୍ଥଳରେ ପହଁଚି ୩ଟି ପଥର ବୋଝେଇ ଟ୍ରକ ସହ ଗୋଟିଏ ଜେସିବି ମେସିନ୍ କୁ ଜବତ କରି ହରିରାଜ ପୁର ଫାଣ୍ଡି ପୋଲିସ ଜିମା ଦେଇଛନ୍ତି।
Read More News
T & CPrivacy PolicyContact Us