This browser does not support the video element.
କୁଚିଣ୍ଡା: ଫାସିମାଲ୍ ଓ ଗୁଣ୍ଡୁରୁଚୁଆଁ ଅଞ୍ଚଳ ରେ ୟୁରିଆ ସାର୍ ଓ ବିଦ୍ୟୁତ୍ ସମସ୍ୟା ନେଇ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କଲେ ଚାଷୀ
Kochinda, Sambalpur | Sep 11, 2025
କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଫାଶିମାଲ ଓ ଗୁଣ୍ଡୁରୁଚୂଆଁ ସମେତ ବିଭିନ୍ନ ଗ୍ରାମ ରେ ଚଳିତ ବର୍ଷ ଧାନ ଚାଷ ପାଇଁ ୟୁରିଆ ସାର୍ ନିଅଣ୍ଟ ପଡ଼ୁଥିବା ବେଳେ ଚାଷୀ ସାର୍ ନ ପାଇବା ଯୋଗୁଁ ଧାନ ଚାଷ କ୍ଷତିଗ୍ରସ୍ତ ହେବା କୁ ବସିଲାଣି। ଏଥିସହ ଅଞ୍ଚଳ ରେ ବିଦ୍ୟୁତ୍ ସମସ୍ୟା ରହିଥିବା ରୁ ଚାଷୀ ମାନେ ଖେତ ଗୁଡିକରେ ଜଳ ସେଚନ ବ୍ୟବସ୍ଥା କରିବା ପାଇଁ ଅସମର୍ଥ ହେଉଛନ୍ତି। ଉକ୍ତ ସମସ୍ୟା କୁ ନେଇ ଗୁରୁବାର ଅରରାହ୍ନ ପ୍ରାୟ ୪ ଟା ସମୟରେ ଚାଷୀ ସ୍ଥାନୀୟ ଚାଷୀ ଓ ଚାଷୀ ସଙ୍ଗଠନ ର କାର୍ଯ୍ୟକର୍ତ୍ତା ମାନେ କୁଚିଣ୍ଡା ଉପଜିଲ୍ଲାପାଳ ସି ସର୍ବାନନ ଙ୍କୁ ଭେଟି ଅଭିଯୋଗ କରିଥିଲେ।