This browser does not support the video element.
ଝାରସୁଗୁଡା: ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ଝାରସୁଗୁଡାରେ ଏକ ୱୋକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
Jharsuguda, Jharsuguda | Sep 29, 2025
ଆଜି ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ କ୍ରିଷ୍ଣ ବିକାଶ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ଓ ଆଇଏମଏ ଝାରସୁଗୁଡା ତରଫରୁ ସକାଳ ଆଠଟା ସମୟରେ ଝାରସୁଗୁଡା ସହରରେ ୱୋକାଥନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ୱୋକାଥନ୍ କାର୍ଯ୍ୟକ୍ରମରେ ଶତାଧିକ ଜନ ସାଧାରଣ ଅଂଶଗ୍ରହଣ କରି ଝାରସୁଗୁଡା ବେହେରାମାଲ ଶିବା ଟକିଜ ଠାରୁ ବାହାରି ଯଜ୍ଞସେନି ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଏହା ସହିତ ସେଠାରେ ଏକ ସ୍ୱାସ୍ଥ୍ୟ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦାନ କରିଥିବା ବେଳେ ସମ୍ମାନିତ