Download Now Banner

This browser does not support the video element.

ତାଳଚେର ସଦର: ଗୁରୁଜାଙ୍ଗୁଲି ଗ୍ରାମରେ କଂଗ୍ରେସର ସମସ୍ୟା ସମାଧାନ ସଚେତନତା ଶୋଭାଯାତ୍ରା

Talcher Sadar, Angul | Aug 26, 2025
ଗୁରୁଜାଙ୍ଗୁଲି ଗ୍ରାମରେ କଂଗ୍ରେସର ସମସ୍ୟା ସମାଧାନ ଯାତ୍ରା ମଙ୍ଗଳବାର ସକାଳ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ତାଳଚେର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସଙ୍କ ନେତୃତ୍ୱରେ ଶହ ଶହ କାର୍ଯ୍ୟକର୍ତ୍ତା ମାନଙ୍କ ଗହଣରେ ଶୋଭାଯାତ୍ରା କରାଯାଇଥିଲା ।
Read More News
T & CPrivacy PolicyContact Us