This browser does not support the video element.
ବୀରମହାରାଜପୁର: ଗିନ୍ଦିଲ୍ଲାମାଲ ଗ୍ରାମରେ ଆଦିବାସୀ କଲ୍ୟାଣ ସଂଘର ବୈଠକ ଅନୁଷ୍ଠିତ
Biramaharajpur, Subarnapur (Sonepur) | Aug 30, 2025
ଉଲୁଣ୍ଡା ଥାନା ଅନ୍ତର୍ଗତ ଗିନ୍ଦିଲ୍ଲାମାଲ ଗ୍ରାମରେ ଆଦିବାସୀ କଲ୍ୟାଣ ସଂଘର ଏକ ବୈଠକ ଆଜି ଅପରାହ୍ନ 4ଟା 30ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସଭାପତି ନନ୍ଦନ ବାରିକଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ବହୁ ସଦସ୍ୟ ଯୋଗଦେଇଥିଲେ l ବୈଠକରେ ଆଦିବାସୀ ମାନଙ୍କର ବିଭିନ୍ନ ସମସ୍ୟା,ଆଦିବାସୀଙ୍କ ଅଧିକାର ଉପରେ ଆଲୋଚନା କରିବା ଶହ ବିଭିନ୍ନ ଦାବି ନେଇ ଏକ ଦାବିପତ୍ର ବିଧାୟକଙ୍କୁ ପ୍ରଦାନ କରାଯିବ ଏବଂ ଅଶାନ୍ତ 5ତାରିଖ ଦିନ ନୂଆଖାଇ ଭେଟ ଘାଟ କରିବା ନେଇ ବୈ ଠକରେ ନିଷ୍ପତି ନିଆଯାଇଥିଲା l କୋଷାଧ୍ୟକ୍ଷ ତ୍ରିନାଥ ଭୋଇ ଧନ୍ୟବାଦ୍ ଦେଇଥିଲେ l