This browser does not support the video element.
ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସମସ୍ୟା ନେଇ ଆପର ମେଡିକାଲ ଅଧକ୍ଷକ ଙ୍କୁ ଦାବିପତ୍ର ପ୍ରଦାନ କରି ରଖିଲେ ପ୍ରତିକ୍ରିୟା
Balangir, Balangir | Sep 13, 2025
ଆଜି ବଲାଙ୍ଗୀର ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ୟାଗୁଡିକୁ ନେଇ ଅଧିକ୍ଷକଙ୍କୁ ଏକ ଦାବିପତ୍ର ଦିଆଗଲା। ସ୍ପେସିଆଲିଷ୍ଟ ଡକ୍ଟର ଅଭାବ, ସ୍ଥାୟୀ ବ୍ଲଡ୍ ବ୍ୟାଙ୍କ, MRI-CT ସ୍କାନ୍, ବେଡ଼ ସଂଖ୍ୟା ବୃଦ୍ଧି, ଖାଦ୍ୟ ସୁବିଧା, ସଫା-ସୁଥଳା, ଲାଇଟ ବ୍ୟବସ୍ଥା ଭଳି ବିଭିନ୍ନ ଦାବି ଉଠାଇଥିଲେ। ଶ୍ରୀ ପାଣ୍ଡେ ସଚେତନ କରିଥିଲେ, ଯଦି ସମସ୍ୟାଗୁଡିକର ତୁରନ୍ତ ସମାଧାନ ନହୋଇ, ଆନ୍ଦୋଳନ ତୀବ୍ର କରାଯିବ।