Download Now Banner

This browser does not support the video element.

ଅତାବିରା: ଜାମଟିକ୍ରା ଗ୍ରାମରେ ଗଣେଷ ପୂଜା ପାଳିତ

Attabira, Bargarh (Baragarh) | Aug 27, 2025
ଆଜି ବୁଧବାର ପୂର୍ବାହ୍ନ ୧୧ଟାରେ ଅତାବିରା ବ୍ଲକ ଅଧିନ ଜାମଟିକ୍ରା ଗ୍ରାମରେ ଗଣେଷ ପୂଜା ପାରମ୍ପରିକ ରିତିନୀତି ଅନୁସାରେ ପାଳିତ ହୋଇଯାଇଛି |ଏଥିରେ ପୂଜା କର୍ତ୍ତା ଦାୟିତ୍ବ ତୁଲାଇଥିଲେ ଶୁଭମ କଠାର,ପୌରୋହିତ୍ୟ କାମ ତୁଲାଇଥିଲେ ପଣ୍ଡିତ ଦିଲିପ ରଥ |
Read More News
T & CPrivacy PolicyContact Us