Install App
parikhita02
This browser does not support the video element.
ଆଠମଲ୍ଲିକ: ବଡ଼ ଭାଇ କୁ ଟାଙ୍ଗିଆ ରେ ହାଣି ହତ୍ୟା ଅଭିଯୋଗ ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ବ୍ରାହ୍ମଣୀପାଲି ଗ୍ରାମରେ ରବିବାର ସନ୍ଧ୍ୟା ରେ ବଡ଼ ଭାଇ
Athmallik, Angul | Sep 28, 2025
କଛି ପ୍ରଧାନ ଙ୍କୁ ତାଙ୍କ ସାନ ଭାଇ ହଜାରୀ ପ୍ରଧାନ ଏକ ଟାଙ୍ଗିଆ ରେ ହାଣି ହତ୍ୟା କରିଛନ୍ତି l ଏ ନେଇ କଛି ଙ୍କ ପତ୍ନୀ ଗୌରୀ ପ୍ରଧାନ ଙ୍କ ଅଭିଯୋଗ କ୍ରମେ କିଶୋରନଗର ପୋଲିସ ନମ୍ବର 287/25 ରେ ଏକ ମାମଲା ରୁଜୁ କରିଛି l ଘଟଣା ସ୍ଥଳ ରେ କିଶୋରନଗର ଆଇଆଇସି ବିଭୁତି ପ୍ରଧାନ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳ ରୁ ହତ୍ୟା କାଣ୍ଡ ରେ ବ୍ୟବହୃତ ହୋଇ ଥିବା ଟାଙ୍ଗିଆ କୁ ଜବତ କରିଛି l ପୋଲିସ କହିଛି ଜେ ହଜାରୀ ଅବିବାହିତ ଥିବା ବେଳେ
Share
Read More News
T & C
Privacy Policy
Contact Us
Your browser does not support JavaScript!