Download Now Banner

This browser does not support the video element.

କାଲିମେଳା: ଚତୁର୍ଥ ଥର ପାଇଁ ବୁଡ଼ିଲା କନ୍ୟାଶ୍ରମ ପୋଲ, ବର୍ଷା ପାଣି ପୋଲ ଉପରେ ପ୍ରବାହିତ ହେବାରୁ ପଡିଆ କାଲିମେଳା ଯାତାୟାତ ଠପ୍

Kalimela, Malkangiri | Sep 2, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ସହ କାଲିମେଳା ବ୍ଲକ କୁ ସଂଯୋଗ କରୁଥିବା ପଡିଆ - କାଲିମେଳା ମୁଖ୍ୟ ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଉପର ଦେଇ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଭୋର ସମୟରୁ ପ୍ରାୟ ୬ ଘଣ୍ଟା ଧରି ଯାତାୟତ ଠପ ହୋଇ ରହିଛି।
Read More News
T & CPrivacy PolicyContact Us