This browser does not support the video element.
ଜି ଉଦୟଗିରି: ବର୍ଷା ଯୋଙ୍ଗୁ କଳିଙ୍ଗା ଘାଟି ର ଭୂ ସ୍ପଳନ ସ୍ଥାନ ପାହାଡ଼ ମଧ୍ୟରୁ ଖସୁଛି ପଥର,ରାସ୍ତା କାମ ଆଜି ଠାରୁ ବନ୍ଦ କଲା ବିଭାଗ
G Udayagiri, Kandhamal | Sep 28, 2025
ଯୋଙ୍ଗୁ କଳିଙ୍ଗା ଘାଟି ର ଭୂ ସ୍ପଳନ ସ୍ଥାନ ପାହାଡ଼ ମଧ୍ୟରୁ ଖସୁଛି ପଥର,ରାସ୍ତା କାମ ଆଜି ଠାରୁ ବନ୍ଦ କଲା ଜାତୀୟ ରାଜପଥ ବିଭାଗ. ପ୍ରାୟ ତିନି ଦିନ କାମ ବନ୍ଦ ରହିବ ବୋଲି ଜଣା ପଡ଼ିଅଛି.ଶ୍ରମିକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ କାମ ବନ୍ଦ ହୋଇଥିବାର ଜଣା ପଡ଼ିଅଛି.ବର୍ଷା ଯୋଙ୍ଗୁ ପାହାଡ଼ ଉପରୁ ପାଣି ର ମାତ୍ରା ବଢ଼ିଅଛି.ସୂଚନା ଯୋଗ୍ୟ ଯେ ଗତ 16 ତାରିଖ ରେ କଳିଙ୍ଗା ଘାଟି ରେ ଭୁ ସ୍ପଳନ ହୋଇ ଆଜି ଯାଏଁ କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ଯାତାୟତ ସମ୍ପୂର୍ଣ ବନ୍ଦ ରହିଅଛି.