Download Now Banner

This browser does not support the video element.

ହଣ୍ଡପା: ଅସୃବାହଳ ଗ୍ରାମର ଯୁବକଙ୍କୁ ପୀତବାସ ପ୍ରଧାନ ପଥର ମାଡ଼ କରିଥିବା ନେଇ ଥାନାରେ ଅଭିଯୋଗ

Handapa, Angul | Nov 8, 2024
ଯୋଗେଶ୍ଵର ହଣ୍ଡପା ଥାନା ରେ ଗୁରୁବାର ଦିନ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କୁ ଭିତି କରି ପୋଲିସ ଗୁରୁବାର ସନ୍ଧ୍ୟା ୭.୧୫ ନମ୍ବର ୩୮୦/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏ ନେଇ ଶୁକ୍ରବାର ପୋଲିସ ସୂଚନା ଦେଇଛି ଯେ ଯୋଗେଶ୍ଵର ଶ୍ରମିକ ଭାବରେ କାମ କରି ଘର କୁ ଫେରୁଥିବା ବେଳେ ପୂର୍ବ ଶତ୍ରୁତା କୁ ନେଇ ରାସ୍ତା ରେ ପୀତବାସ ଅଟକାଇ ଥିଲେ ପରେ ତାଙ୍କୁ ପଥର ମାଡ଼ କରିଥିବା ଅଭିଯୋଗ ପତ୍ର ରେ ଉଲେଖ କରାଯାଇଛି ।
Read More News
T & CPrivacy PolicyContact Us