Download Now Banner

This browser does not support the video element.

ଢେଙ୍କାନାଳ ସଦର: ଚନ୍ଦନ ବଜାର ଠାରେ ଏକ ନସିଂହୋମରେ ଅପରେସନକୁ ନେଇ ଉତ୍ତେଜନା

Dhenkanal Sadar, Dhenkanal | Aug 26, 2025
ଢେଙ୍କାନାଳ ସହରସ୍ଥ ଚନ୍ଦନ ବଜାରଠାରେ ଏକ ନସିଂହୋମରେ ଗତ କିଛିଦିନ ତଳେ ସଦର ଥାନା ନରଣପୁର ଗ୍ରାମର ନରେଶ ନାୟକ ହାଇଡ୍ରୋସ ଅପରେସନ ହୋଇଥିଲେ । ହେଲେ ସିଲେଇ ଫିଟାଇବା ପରେ କୌଣସି କାରଣରୁ ଭଲ ହେବା ପରିବର୍ତ୍ତେ ଏକ ବଡ କଣା ସୃଷ୍ଟି ହୋଇ ନରେଶ ଗୁରୁତର ହୋଇଥିଲେ । ପରିବାର ଲୋକ ନରେଶକୁ ନେଇ ନସିଂହେମରେ ପହଞ୍ଚିବାପରେ ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ନସିଂହେମ ମାରିକ ଆସି ବୁଝାସୁଝା କରି ମାଗଣାରେ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯିବାର ପ୍ରତିଶୃତି ଦେଇଥିଲେ ।
Read More News
T & CPrivacy PolicyContact Us