Download Now Banner

This browser does not support the video element.

ବିଶୋଇ: ବଣକାଟି  କାର୍ଯ୍ୟାଳୟ ରେ   ବିକାଶ ବାହାନକୁ ଶୁଭ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ ,ପ୍ରତିକ୍ରିୟା ରଖିଲେ ବିଡ଼ିଓ

Bisoi, Mayurbhanj | Jun 13, 2025
ରାଜ୍ୟବାସୀଙ୍କ ସେବାରେ ଏକ ବର୍ଷ ପୂରଣ କଲା ରାଜ୍ୟ ସରକାର। ସରକାରକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ଦିବା 11 ଘଟିକା ସମୟରେ ବିଜାତଳାବ୍ଲକ ର  ବାଣକାଟି କାର୍ଯ୍ୟାଳୟ  ଠାରୁ ଆରମ୍ଭ ହୋଇଥିବା ବିକାଶ ବାହାନକୁ ଶୁଭ ପତାକା ଦେଖାଇ ଶୁଭାରମ୍ଭ କଲେ  ବିଡ଼ିଓ ।ଏହି ବିକାଶ ବାହନ ବ୍ଲକ ର ପ୍ରତ୍ୟେକ ଗାଁ କୁ ଯାଇ ରାଜ୍ୟ ସରକାର ଏକ ବର୍ଷ ଭିତରେ କରିଥିବା ଉନ୍ନତିମୂଳକ କାର୍ଯ୍ୟର ପ୍ରଚାର କରିବ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ଅଧିକାରୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us