This browser does not support the video element.
ବୀରମିତ୍ରପୁର: ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ କାର୍ତ୍ତିକ ବ୍ରତ ଆରମ୍ଭ।
Biramitrapur, Sundargarh | Oct 7, 2025
ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ହବିସିଆଳୀମାନେ ନୀତିନିୟମ ଅନୁଯାୟୀ ନିଜ ନିଜ ଘରେ ପୂଜା କରି ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି।ନୂଆଗାଁ ବ୍ଲକରେ ସେପରି କିଛି ସୁବିଧା ନଥିବାରୁ ବ୍ରାହ୍ମଣ ଡାକି ନିଜ ଘରେ ପୂଜା କରିଥିବା ଦେଖିବାକୁ ମିଳିଛି।