This browser does not support the video element.
ବାଙ୍ଗିରିପୋଷି: ଜାମଦାପାଳ ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଯାଇ ସମସ୍ୟା ବୁଝିଲେ ବିଧାୟିକା
Bangiriposi, Mayurbhanj | Jul 19, 2025
ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନ ଜାମଦାପାଳ ଆଦର୍ଶ ବିଦ୍ୟାଳୟ କୁ ଆଜି ଦିବା 2 ଘଟିକା ସମୟରେ ପରିଦର୍ଶନରେ ଯାଇ ଥିଲେ ସ୍ଥାନୀୟ ବିଧାୟିକା ସଞ୍ଜଲି ମୁର୍ମୁ।ସ୍କୁଲର ବିଭିନ୍ନ ସମସ୍ୟା ,ଶହେ ଶଯ୍ୟା ବିଶିଷ୍ଟ ନୂତନ ଛାତ୍ର ବାସର କାର୍ଯ୍ୟ ଗୁଡ଼ିକ ବୁଲି ଦେଖିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ ଆଲୋଚନା କରି ଥିଲେ।