Install App
mishrasanuj
This browser does not support the video element.
ବଲାଙ୍ଗୀର: ମାଓ ମୁକାବିଲା ନେଇ ପୋଲିସ ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସୂଚନା
Balangir, Balangir | Aug 26, 2025
ବଲାଙ୍ଗୀର;- ମାଓ ମୁକାବିଲା ନେଇ ବଲାଙ୍ଗୀର ପୋଲିସ ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ I ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ଅଧକ୍ଷତାରେ ଏସଟିଏଫ ଆଇଜି ଡା. ଦୀପକ କୁମାରଙ୍କ ସହ ବଲାଙ୍ଗୀର, ବରଗଡ଼ ଓ ନୁଆପଡା ଏସପି ଉପସ୍ଥିତ I ୨୦୨୬ ମାର୍ଚ୍ଚ 32 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଓ ଦମନ ନେଇ ଆଲୋଚନା I ବୈଠକ ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସୂଚନା I
Share
Read More News
T & C
Privacy Policy
Contact Us
Your browser does not support JavaScript!