Download Now Banner

This browser does not support the video element.

ଛତ୍ରପୁର: ବାସନାପଲ୍ଲୀ ଗ୍ରାମରେ ପିଏନୟୁଏ କଲେଜର ଜାତୀୟ ସେବା ଯୋଜନା ଶିବିରକୁ ପରିଦର୍ଶନ କଲେ ବିଧାୟକ

Chhatrapur, Ganjam | Nov 4, 2024
ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ପଞ୍ଚାୟତର ବାସନାପଲ୍ଲୀ ଗ୍ରାମରେ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ସଂସ୍ଥା ଯୋଜନା ଅନୁଷ୍ଠିତ ହେଉଛି l ଗତ ୨ ତାରିଖ ଠାରୁ ଏହି ଶିବିର ଆରମ୍ଭ ହୋଇଥିବା ବେଳେ ସୋମବାର ଦିନ ୧୧ ଘଣ୍ଟା ସମୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us