Download Now Banner

This browser does not support the video element.

ଗୋପାଳପୁର: ମଇଁଷି ଫସଲ ଖାଇବା ନେଇ ହରିପୁର ଗ୍ରାମରେ ପ୍ରବଳ ଉତ୍ତେଜନା , ଗୋଲନ୍ଥରା ଥାନାରେ ଅଭିଯୋଗ

Gopalpur, Ganjam | Sep 6, 2025
ଗୋଲନ୍ଥରା ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ମଇଁଷି ଫସଲ ଖାଇବାକୁ ନେଇ ଶନିବାର ମଧ୍ୟାହ୍ନରେ ଉତ୍ତେଜନା ଦେଖାଦେଇଥିଲା। ହରିପୁର ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଗୋଲନ୍ଥରା ଥାନା ରେ ଅଭିଯୋଗ ପତ୍ର ଦେଲା ପରେ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରିଫ କରିବାକୁ ଦାବି କରିଥିଲେ।
Read More News
T & CPrivacy PolicyContact Us