Download Now Banner

This browser does not support the video element.

ଧର୍ମଶାଳା: ଜାରକା ଠାରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଶତାଧିକ ରୋଗୀଙ୍କୁ ଚିହ୍ନଟ କରାଯାଇ ଭୁବନେଶ୍ୱର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର

Dharmasala, Jajpur | Nov 27, 2024
ଧର୍ମଶାଳାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରୋଗୀଙ୍କୁ ଚିହ୍ନଟ କରାଯାଇ ଉନ୍ନତମାନର ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର। ଟ୍ରଷ୍ଟ ପକ୍ଷରୁ ପଞ୍ଚାୟତସ୍ତରୀୟ ସ୍ୱାସ୍ଥ୍ୟ ସେବା ଶିବିର ଜାରି ରହିଛି। ଉକ୍ତ ଶିବିରରେ ଚିହ୍ନଟ ହୋଇଥିବା ରୋଗୀମାନଙ୍କୁ ଉନ୍ନତ ମାନର ଚିକିତ୍ସା ପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହିକ୍ରମରେ ଆଜି ଚିହ୍ନଟ ହୋଇଥିବା ଶହେରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ୨ଟି ବସ ଯୋଗେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us