Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଟାଉନ୍ ଥାନା ପୋଲିସ ଦ୍ବାରା ଡକାୟତି ଏବଂ ଛିନ୍ତାଇ ଘଟଣାରେ ୪ଅଭିଯୁକ୍ତ ଗିରଫ

Baleshwar M, Balasore | Sep 4, 2025
ଗୋପାଳ ଗାଁ ଅଞ୍ଚଳ ରେ ଜନୈକା ମହିଳାଙ୍କ ଘରେ ପଶି ଡକାୟତି ହୋଇଥିବା ବେଳେ ଏ ସମ୍ପର୍କ ରେ ଟାଉନ ଥାନା ରେ ଏକ ମାମଲା ରୁଜୁ ହୋଇଥିଲା।ଏନେଇ ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ କରାଯାଇ ୪ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଏନେଇ ଗୁରୁବାର ସଂଧ୍ୟା ୬ଘଟିକାରେ ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us