This browser does not support the video element.
ହଣ୍ଡପା: କିଶୋରନଗର ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ଯୋଗଦେଲେ ଆଠମଲ୍ଲିକ ବିଧାୟକ
Handapa, Angul | Nov 6, 2024
ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧକ୍ଷ୍ୟା ଶୈରେନ୍ଦ୍ରି ପ୍ରଧାନ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ବୈଠକ ମୁଖ୍ୟ ଅତିଥି ଭାବରେ ଆଠମଲ୍ଲିକ ବିଧାୟକ ନଳିନୀ କାନ୍ତ ପ୍ରଧାନ ଯୋଗ ଦେଇ ଗାଁ ଗୁଡିକ ର ବିକାଶ ଉପରେ ପଞ୍ଚାୟତ ପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟତମ ଅତିଥି ଭାବରେ ସମ୍ବଲପୁର ଏମପି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିନିଧି ,ସରୋଜ ପ୍ରଧାନ ଜିଲ୍ଲା ପରିଷଦ ଅଧକ୍ଷ୍ୟା ବବିତା ପ୍ରଧାନ