This browser does not support the video element.
ଯୋଡା: ଚମ୍ପୁଆ : ହୁଳି ସାହି ଠାରେ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
Joda, Kendujhar | Apr 12, 2024
ଚମ୍ପୁଆ : ହୁଳି ସାହି ଠାରେ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳର ୯ ନମ୍ବର ୱାର୍ଡ ସ୍ଥିତ ହୁଳି ସାହିରେ ଜଣେ ମହିଳା ଗତକାଲି ରାତ୍ରିରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି। ସୂଚନା ଅନୁଯାୟୀ ଘରେ କେହି ନ ଥିବା ବେଳେ ଘର ଭିତରେ ଆରତୀ ପାତ୍ର ନାମ୍ନୀ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଜାଣି ପୋଲିସକୁ ଖବର ଦେଇଥିଲେ ।ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି। ଏନେଇ ପୋଲିସ ଆଜି ପୂର୍ବାହ୍ନ ୧୦ ଘଟିକାରେ ମୃତ ପରିବାରଙ୍କ ଉପସ୍ଥିତିରେ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।