Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ରଘୁନାଥଗଞ୍ଜ ଠାରେ ଅମଲା ସଂଘ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ସହ ନୂତନ ଜିଲ୍ଲା କର୍ମକର୍ତ୍ତା ଚୟନ
Baripada M, Mayurbhanj | Aug 30, 2025
ବାରିପଦାର ରଘୁନାଥଗଞ୍ଜ ଠାରେ ଓଡିଶା ଅମଲା ସଂଘର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ପାଳିତ ହୋଇଯାଇଛି। ଜିଲ୍ଲାର କାର୍ଯ୍ୟରତ ସମସ୍ତ ବିଭାଗର ଶତାଧିକ ଅମଲା ଏଥିରେ ଅଂଶ ଗ୍ରହଣ କରି ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!