This browser does not support the video element.
କେନ୍ଦ୍ରାପଡା: ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପହଞ୍ଚି ସଂଘ ସଦସ୍ୟଙ୍କ ଦାବି ଉପସ୍ଥାପନା କଲା ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ
Kendrapara, Kendrapara | Sep 4, 2025
ଆଜି ପ୍ରାୟ ୧୧ ଘଣ୍ଟିକା ସମୟରେ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା ଶାଖା କାର୍ଯ୍ୟକାରି କମିଟି ସଦସ୍ୟମାନେ କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ପହଞ୍ଚିଥିଲେ ଓ ସେଠାରେ ସେ ଜିଲ୍ଲା ଶ୍ରମ ଅଧିକାରୀ ଏବଂ DLCଙ୍କୁ ସାକ୍ଷାତ କରି ସଂଘ ସଦସ୍ୟମାନେ ନିର୍ମାଣ ଶ୍ରମିକଙ୍କ ସମସ୍ୟାଗୁଡ଼ିକ ଉଠାଇଥିଲେ । ବିଶେଷକରି ମହିଳା ନିର୍ମାଣ ଶ୍ରମିକଙ୍କୁ ସତ୍ୱର ପରିଚୟ ପତ୍ର ପ୍ରଦାନ, ଝିଅ ବିଭାହ ସହାୟତା ଓ ଶିକ୍ଷା ବୃତ୍ତି ଯୋଗାଣ ନେଇ ଦାବି କରାଯାଇଥିଲା