Download Now Banner

This browser does not support the video element.

ଢେଙ୍କାନାଳ ସଦର: ସ୍ଥାନୀୟ ସୂର୍ଯ୍ୟମଣ୍ଡପଠାରେ ଲକ୍ଷ୍ମୀପୂଜା ମିଳିତ ବଜାର ପୂଜା କମିଟି ପକ୍ଷରୁ ବୈଠକ,ନୂତନ ସଭାପତି ଚୟନ

Dhenkanal Sadar, Dhenkanal | Sep 5, 2025
ଢେଙ୍କାନାଳର ଗଣପର୍ବ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସହରର ୩୮ ମଣ୍ଡପର କର୍ମକର୍ତ୍ତାମାନେ ଚଳଚଞ୍ଚଳ ହୋଇଉଠିଲାଣୀ | ପୂଜାକୁ ସୁରୁଖୁରୁରେ କରାଯିବା ପାଇଁ ଶୁକ୍ରବାର ସନ୍ଧ୍ୟା ୭ଟାରେ ଲକ୍ଷ୍ମୀପୂଜା ମିଳିତ ବଜାର ପୂଜା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ମଉଡମଣୀ ରାଜ ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ପକ୍ଷରୁ ଏହାକୁ ଆୟୋଜନ କରିଛନ୍ତ ।ସମସ୍ତ ୩୮ ମଣ୍ଡପର ସଭାପତି ସଂପାଦକମାନେ ଉପସ୍ଥିତ ଥିଲେ। ନିଜ ନିଜ ଅଞ୍ଚଳରେ ହେଉଥିବା ସମସ୍ୟା ବିଷୟରେ ପ୍ରକାଶ କରି ଆଲୋଚନା କରାଯାଇଥିଲା ।
Read More News
T & CPrivacy PolicyContact Us