Download Now Banner

This browser does not support the video element.

ନୟାଗଡ ସଦର: CITU ତରଫରୁ ଆଶା କର୍ମୀଙ୍କ ତୃତୀୟ ଭାପୁର ବ୍ଲକ ସମ୍ମିଳନୀ କେନ୍ଦୁପଲ୍ଲୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ

Nayagarh Sadar, Nayagarh | Sep 9, 2025
ଓଡିଶା ଆଶା କର୍ମୀ ଆସୋସିଏସନ ର ତୃତୀୟ ବ୍ଲକ ବ୍ଳକ ସମ୍ମିଳନୀ CITU ନେତୃତ୍ୱ ରେ କେନ୍ଦୁପଲୀ କଲ୍ୟାଣ ମଣ୍ଡପ ଠାରେ ସାଥୀ ଶଶୀକଳା ନାୟକ ଙ୍କ ସଭାପତିତ୍ବରେ ଆଜି 11ଘଟିକା ସମୟ ରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସଂଗଠନ ର ଲାଲ ଝଣ୍ଡା କୁ ଆନୁଷ୍ଠାନିକ ଭାବେ ବ୍ଲକ ସଭାନେତ୍ରୀ ଶଶୀକଳା ନାୟକ ଉତ୍ତୋଳନ କଲା ପରେ ସହିଦବେଦି ରେ ମାଲ୍ୟାର୍ପଣ ପରେ ଶହୀଦ ଙ୍କ ପ୍ରତି ଏକ ମିନିଟି ଶୋକ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ସମ୍ମିଳନୀ କୁ ଜିଲ୍ଲା ସଭାପତି ସାଥୀ ଚାପଧାରୀ ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ, କୃଷକ,କର୍ମଚାରୀ ତଥା ଜନ ବିରୋଧି ନୀତି କୁ ତୀବ୍ର ସ
Read More News
T & CPrivacy PolicyContact Us