Download Now Banner

This browser does not support the video element.

ନର୍ଲା: ଭାନପୁର ଗ୍ରାମର ଜଣେ 15 ବର୍ଷୀୟ ନାବାଳକ ନିଖୋଜ ଘଟଣା, ଥାନାରେ ଅଭିଯୋଗ

Narala, Kalahandi | Aug 1, 2025
ସୁଚନା ଯୋଗ୍ୟ ଗତ ଗୁରୁବାର ଦିନ ପାହାନ୍ତିଆ ପାଞ୍ଚ ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ଭାନ ପୁର ଗ୍ରାମର ଜଣେ 15 ବର୍ଷୀୟ ନା ବାଳକ ଘରୁ ବାହାରି କୁଆଡେ ନିଖୋଜ ହୋଇଥିଲା ଘଟଣା କୁ ନେଇ ଆଜି ଶୁକ୍ରବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ପରିବାର
Read More News
T & CPrivacy PolicyContact Us