This browser does not support the video element.
ଆନନ୍ଦପୁର: ଜଳକଳଙ୍ଗ ଗ୍ରାମରେ ଜଳ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ଖୋଳା ହେଲା ଡ୍ରେନ
Anandapur, Kendujhar | Sep 10, 2025
ହାଟଡ଼ିହି ବ୍ଲକ ନିକଟସ୍ଥ ଜଳକଳଙ୍ଗ ଗ୍ରାମରେ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ମାନେ ଜଳବନ୍ଦୀ ଜୀବନ ବିତାଉଥିଲେ। ଏନେଇ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବା ପରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସରକାରୀ ଜମି ଚିହ୍ନଟ କରାଯାଇ ଆଜି ଦିନ ୨ଟା ବେଳେ ପୋଲିସ ଓ ତହସିଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ଡ୍ରେନ ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି।