Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଥିବା ୟୁନିଅନ ବ୍ୟାଙ୍କ ସମ୍ମୁଖରେ ଗ୍ରାହକ ମାନେ ଧାରଣା ଦେଇଥିଲେ ।

Digapahandi, Ganjam | Sep 10, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଥିବା ୟୁନିଅନ ବ୍ୟାଙ୍କ ସମ୍ମୁଖରେ ଗ୍ରାହକ ମାନେ ଧାରଣା ଦେଇଥିଲେ । ଗ୍ରାହକ ମାନେ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ନିଜ ନିଜର ଜମା ଟଙ୍କା ଫେରି ପାଇବା ଦାବିରେ ଆଜି ଦିନ 1 ଘଣ୍ଟ ସମୟରେ ଧାରଣା ଦେଇଥିଲେ । ଦିଗପହଣ୍ଡି ପୋଲିସ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଲୋକମାନଙ୍କୁ ବୁଝାସୁଝା ପରେ ଧାରଣା ହଟିଥିବା ଖବର ମିଳିଛି ।
Read More News
T & CPrivacy PolicyContact Us