Download Now Banner

This browser does not support the video element.

ଢେଙ୍କାନାଳ ସଦର: ଗଣେଶ ବଜାରରେ ଧୁମଧାମରେ ଚାଲିଛି ମା ଧନଦାତ୍ରୀ ପୂଜା, ବଜାରର ସୁ-ଉଚ୍ଚ ଗେଟ ମୁଖ୍ୟ ଆକର୍ଷଣ

Dhenkanal Sadar, Dhenkanal | Oct 7, 2025
ଢେଙ୍କାନାଳର ଗଣପର୍ବ ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳିତ ହୋଉଛି। ସହରର ଗଣେଶ ବଜାର ଏକ ପ୍ରମୁଖ ବଜାର। ଏହି ବଜାରରେ ପ୍ରତ୍ୟେକ ବର୍ଷ ହେଉଥିବା ସୁଉଚ୍ଚ ଗେଟ ଦର୍ଶକମାନଙ୍କୁ ଆକର୍ଷଣ କରିଥାଏ।ଏହି ବଜାରରେ ସବୁବେଳେ ଗହଳି ଦେଖିବାକୁ ମିଳିଥାଏ। ମାଙ୍କ ମୃଣ୍ମୟୀ ପ୍ରତିମା, ସୁନା ଅଳଙ୍କାର ସାଂଗକୁ ଚାନ୍ଦିମେଢ ବେସ ଆକର୍ଷଣ ପାଲଟିଛି। ଦିନ ୧ଟା୩୦ରେ କର୍ମକର୍ତ୍ତା ଯାହା କୁହନ୍ତି ।
Read More News
T & CPrivacy PolicyContact Us