Download Now Banner

This browser does not support the video element.

ସୁକିନ୍ଦା: ବିଞ୍ଝାରପୁରରେ ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କୁ ଭବ୍ୟ ସ୍ଵାଗତ କଲେ କର୍ମୀ

Sukinda, Jajpur | Sep 11, 2025
ଯାଜପୁର ଜିଲ୍ଲାର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କୁ ଭବ୍ୟ ସ୍ଵାଗତ କଲେ କର୍ମୀ । ସୂଚନା ମୁତାବକ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କୁ ଗୁରୁବାର ଦିବା 12 ଘଟିକା ସମୟରେ ଭବ୍ୟ ସ୍ଵାଗତ କଲେ ବିଜେପି କର୍ମୀ । ଏହି ବିଶେଷ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us