Download Now Banner

This browser does not support the video element.

ପୋଡିଆ: ପଡ଼ିଆ ବ୍ଲକ ଏମପିଭି ୬୬ ଗ୍ରାମରେ ଥିବା ଅଙ୍ଗନବାଡ଼ୀ କେନ୍ଦ୍ରରେ ବିଭିନ୍ନ ପୋଷଣଯୁକ୍ତ ଖାଦ୍ୟ ସାମଗ୍ରୀ ହେରଫେର ନେଇ ଅଭିଯୋଗ

Podia, Malkangiri | Sep 8, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମପିଭି ୬୬ ଗ୍ରାମରେ ଥିବା ଅଙ୍ଗନବାଡ଼ୀ କେନ୍ଦ୍ରରେ କିଶୋରୀଙ୍କୁ ଯୋଗାଇ ଦିଆଯିବାକୁ ଥିବା ବିଭିନ୍ନ ପୋଷଣ ଯୁକ୍ତ ଖାଦ୍ୟ ସାମଗ୍ରୀ ହେରଫେର ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ।
Read More News
T & CPrivacy PolicyContact Us