Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ନିର୍ବାଚନ ମଣ୍ଡଳୀ ଉମ୍ଭେଲ ପଞ୍ଚାୟତ ପୁର୍ବତନ ସରପଂଚ ସହ କାର୍ଯ୍ୟକର୍ତା ବିଜେଡି ଚାଡୀ କୋରାପୁଟ ବିଧାୟକ ଉପସ୍ଥିତିରେବିଜେପିରେଯୋଗଦାନ

Koraput Town, Koraput | Oct 8, 2025
କୋରାପୁଟ...କୋରାପୁଟ ନିର୍ବାଚନ ମଣ୍ଡଳୀ ଉମ୍ଭେଲ ପଞ୍ଚାୟତ ର ପୂର୍ବତନ ସରପଂଚ ସୋନୁ ବାଙ୍କିଆ ବିଜେଡି ଦଳ ତ୍ୟାଗ କରି ନିଜ କାର୍ଯ୍ୟକର୍ତ୍ତା ଙ୍କ ସହ କୋରାପୁଟ ବିଧାୟକ ଙ୍କ ବାସଭବନ ରେ ବିଜେପି ରେ ଯୋଗ ଦେଲେ। ଆଜିର ଏଇ ମିଶ୍ରଣ ସମୟରେ କୋରାପୁଟ ବିଧାୟକ ରଘୁରାମ ମାଛ ଉପସ୍ଥିତ ରହି ନୂତନ କମକର୍ତା ଙ୍କୁ ପୁଷ୍ପ ଗୁଛ ଦେଇ ଦଳୀୟ ଉପଡୋକନ ଦେଇ ସ୍ବାଗତ କରିଥିଲେ। ନୂତନ କାର୍ଯ୍ୟକର୍ତ୍ତା ଆଗକୁ ମିଳିମିଶି କାମ କରି ଦଳ କୁ ଆଗେଇନେବୁ ବୋଲି ସହମତି ପ୍ରକାଶ କରିଥିଲେ। ଆଜି ର ଏଇ ମିଶ୍ରଣ ପର୍ବରେ ବିଜେପି ର ବରିଷ୍ଟ ନେତୃବୃନ୍ଦ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us