Download Now Banner

This browser does not support the video element.

କବିସୂର୍ଯ୍ୟନଗର: ଚୋରା ମଦ ଜବତ ସହ ନୁଆଗାଁ ରୁ ଜଣକୁ ଗିରଫ କଲା ବେଗୁନିଆପଡା ପୋଲିସ

Kabisuryanagar, Ganjam | Sep 3, 2025
ବେଗୁନିଆପଡା ଥାନା ସୁମଣ୍ଡଳ ପଂଚାୟତ ଅନ୍ତର୍ଗତ ବାଣିଆବାଡ଼ି ନୁଆଗାଁ ପୂର୍ତ୍ତ ରାସ୍ତା ନିକଟରେ ବୁରୁଝରୀ ପଂଚାୟତ ନୁଆଗାଁ ଗ୍ରାମର ସମ୍ବାରିଆ ଦାଶଙ୍କ ପୁଅ ନାଲୁ ଦାଶ ବାଇକରେ ଚୋରା ମଦ ଧରି ଯାଉଥିବା ବେଳେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ନାଲୁ ବାଇକ ନମ୍ବର OR 07 E 8828 ରେ ଚୋରା ମଦ ଧରି ଯାଉଥିଲା । ପୋଲିସ ଯାଞ୍ଚ ବେଳେ 40 ଲିଟର ଚୋରା ମଦ ପାଉଚି ଜବତ ସହ ଗାଡି କୁ ମଧ୍ୟ ଜବତ କରିଛି ପୋଲିସ । ନାଲୁଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବୁଧବାର ସନ୍ଧ୍ୟା 6.30 ମିନଟ ସମୟରେ ପୋଲିସ ସୂଚନା ଦେଇଛି।
Read More News
T & CPrivacy PolicyContact Us