Install App
bramhananda.bls
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: କେ କେ ଏସ ମହିଳା ମହାବିଦ୍ୟାଳୟ ଠାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିନିୟମ-୨୦୧୬ ସମ୍ପର୍କିତ ସଚେତନତା ଓ କୁଇଜ୍ କାର୍ଯ୍ୟକ୍ରମ,ଯୋଗ ଦେଲେ କମିଶନର
Baleshwar M, Balasore | Sep 12, 2025
ବାଲେଶ୍ଵର ସହରର କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନ ୧୧ ଟା ସମୟରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ ସମ୍ପର୍କିତ ସଚେତନତା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ SCPD ରାଜ୍ୟ କମିଶନର ବ୍ରତତି ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ଼ା ହେମନ୍ତ କୁମାର ଘଡ଼ାଇ ପ୍ରମୁଖ ଯୋଗଦେଇ ଦିଵ୍ୟାଙ୍ଗଙ୍କ ଅଧିକାର ଓ ଆଇନ ସଂପର୍କରେ ବକ୍ତବ୍ୟ ରଖିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!