This browser does not support the video element.
ଝାରସୁଗୁଡା: ବେହରାମାଲ ନୂଆପଡା ଠାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Jharsuguda, Jharsuguda | Aug 26, 2025
ଝାରସୁଗୁଡା ଜିଲ୍ଲା ବେହରାମାଲ ନୂଆପଡା ଠାରେ ଆଜି ମଙ୍ଗଳବାର ସକାଳ ସାଢେ ଦଶଟା ସମୟରେ ବିଶ୍ୱ ହିନ୍ଦୁ ପରିଷଦ ଝାରସୁଗୁଡା ଜିଲ୍ଲା ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ନୂଆପଡା ଯିବା ରାସ୍ତାର ଉଭୟ ପାଶ୍ୱରେ ୬୦ ରୁ ଉର୍ଦ୍ଧ୍ବ ଚାରା ଲଗାଯାଇଥିଲା। ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ କାର୍ଯ୍ୟଧକ୍ଷ ଅଶୋକ ଗାନ୍ଧୀ, ସନାତନ ପଟେଲ, ବିଶ୍ୱ ହିନ୍ଦୁ ପରିଷଦ ଝାରସୁଗୁଡା ଜିଲ୍ଲା ଅଧ୍ୟକ୍ଷ କିଶୋର ମହାନ୍ତି, ସମ୍ପାଦକ ସୁମିତ ଶୁକ୍ଳା, ଉପାଧ୍ୟକ୍ଷ ବିନୟ ରଜକ, ପ୍ରବୀଣ ଶ୍ରୀବାସ୍ତବ